ଏହି କାହାଣୀ ମାଧ୍ୟମରେ ଆମେ ଦେଖିପାରିବା ଯେ କିପରି ୧,୩୫,୦୦୦ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ପରମେଶ୍ୱର ଗିଦିୟୋନର ୩୦୦ ଯୋଦ୍ଧାମାନଙ୍କୁ ବ୍ୟବହାର କଲେ ଏବଂ କିପରି ଯିହୋଶୂୟ ଯିରୀହୋର ଚତୁଃପାର୍ଶ୍ୱରେ ପରିକ୍ରମା କରି ଜୟଧ୍ୱନୀ କରୁଥାଇ ବିଜୟ ପ୍ରାପ୍ତ କଲେ, ଆମେ ଦେଖିପାରିବା ଯେ ଯେଉଁଠାରେ ମଧ୍ୟ ପରମେଶ୍ୱରଙ୍କ ବାକ୍ୟର ଆଜ୍ଞାକାରିତା ଅଛି, ସେଠାରେ ଚମତ୍କାର ହୋଇଥାଏ ।
ପିତା ଏବଂ ପୁତ୍ରଙ୍କ ଯୁଗ ପରେ, ପବିତ୍ର ଆତ୍ମାଙ୍କ ଏହି ଯୁଗରେ, ଯେଉଁମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବାକ୍ୟ ଅନୁସରଣ କରନ୍ତି, “ସମସ୍ତ ଜଗତରେ ସୁସମାଚାର ପ୍ରଚାର କର । ପ୍ରେମରେ ଏକତ୍ର ହୁଅ,” ର ପାଳନ କରିଥାଉ, ଏକ ଆଜ୍ଞାକାରୀ ମନ ସହିତ , ଚମତ୍କାର ଦେଖିବା ।
କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ଵରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ; ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ; ରୋମୀୟ ୨:୫-୬
ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ଵାସ କରେ, ସେ ଦଣ୍ତାଜ୍ଞା ପାଇବ। ମାର୍କ ୧୬:୧୫-୧୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି