ଚର୍ଚ୍ଚ ଅଫ୍ ଗଡ୍ର ସୁସମାଚାର, ଯାହା ମାର୍କଙ୍କ ଉପର କୋଠରୀ ପରି ଏକ ଛୋଟ ସ୍ଥାନରେ ଆରମ୍ଭ ହୋଇଥିଲା, ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଆଶୀର୍ବାଦ ଏବଂ ମାର୍ଗଦର୍ଶନରେ ବୃଦ୍ଧି ପାଇଅଛି ଏବଂ ବର୍ତ୍ତମାନ ଏହା ଏକ ବିଶ୍ୱସ୍ତରୀୟ ଚର୍ଚ୍ଚରେ ପରିଣତ ହୋଇଅଛି ଯାହା ସମଗ୍ର ବିଶ୍ୱରେ ସୁସମାଚାର ପ୍ରସାର କରିଛି ।
ଯଦି ଆମ୍ଭେମାନେ ଏପରି ଚିନ୍ତାଧାରା ଏବଂ ଜୀବନରେ ଲିପ୍ତ ରହିବା ଯାହା ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଅଟେ, ତେବେ ଆମ୍ଭେମାନେ କେବେବି ସମୃଦ୍ଧ ହୋଇପାରିବା ନାହିଁ । ଇସ୍ରାଏଲୀୟମାନେ ପରମେଶ୍ବରଙ୍କ ଅନେକ ଆଶ୍ଚର୍ଯ୍ୟ କର୍ମ ଦେଖିବାର ପରେ ମଧ୍ଯ ତାହାଙ୍କ ଶକ୍ତି ଉପରେ ସନ୍ଦେହ କରି ପାପ କଲେ, କିନ୍ତୁ ଯଦି ଆମ୍ଭେମାନେ ପରମେଶ୍ବରଙ୍କୁ ଧନ୍ଯବାଦ କରୁ, ଯିଏକି ସର୍ବଦା ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତି, ତେବେ ଆମ୍ଭେମାନେ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ କରିବା ।
ଏବେ ତୁମ୍ଭେ ତାହାଙ୍କ ସହିତ ପରିଚିତ ହୁଅ, ତହିଁରେ ଶାନ୍ତି ହେବ; ତଦ୍ଦ୍ଵାରା ମଙ୍ଗଳ ତୁମ୍ଭ ନିକଟରେ ଉପସ୍ଥିତ ହେବ । ମୁଁ ବିନୟ କରୁଅଛି, ତାହାଙ୍କ ମୁଖନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣା ହୃଦୟରେ ସଞ୍ଚୟ କର । ଯେବେ ତୁମ୍ଭେ ସର୍ବଶକ୍ତିମାନଙ୍କ ପ୍ରତି ଫେରିବ, ଯେବେ ଆପଣା ତମ୍ଵୁରୁ ଅଧର୍ମ ଦୂର କରିବ, ତେବେ ତୁମ୍ଭେ ଦୃଢ଼ କରାଯିବ । ତହିଁରେ ସର୍ବଶକ୍ତିମାନ ତୁମ୍ଭର ଧନ ସ୍ଵରୂପ ଓ ତୁମ୍ଭ ପ୍ରତି ବହୁମୂଲ୍ୟ ରୌପ୍ୟ ସ୍ଵରୂପ ହେବେ । ଆୟୁବ ୨୨:୨୧-୨୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି